SSY: ଏହି ଝିଅଙ୍କୁ ମିଳିବନି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ; ଜାଣନ୍ତୁ କାହିଁକି...
Sukanya Samriddhi Yojana: ପିତାମାତାଙ୍କ ପାଇଁ ଜରୁରୀ ଖବର। ଝିଅ ନାଁରେ ଯଦି ଖୋଲିଛନ୍ତି ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ତେବେ ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ମିଳିବନି ଲାଭ… Sukanya Samriddhi Yojan: ସରକାର ଝିଅମାନଙ୍କ ପାଇଁ ଅନେକ ଯୋଜନା ପରିଚାଳ କରୁଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ଏଥିପାଇଁ ପିତାମାତା ସେମାନଙ୍କ ଝିଅଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିପାରିବେ। ଯାହାର ଲାଭ ଝିଅଙ୍କୁ ୨୧ ବର୍ଷ ହେବା ପରେ ମିଳିବ। ଏଥିସହ ଅନେକ ସୁବିଧା ମଧ୍ୟ ମିଳିଥାଏ। ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ପାଇଁ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଯେଉଁଠାରେ ଝିଅମାନେ ୨୧ ବର୍ଷ ବୟସରେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହା ଏକ ସଞ୍ଚୟ ଯୋଜନା, ଯେଉଁଥିରେ ୮.୨ ସୁଧ ହାର ଉପଲବ୍ଧ। ଏହି ସ୍କିମ୍ ମାଧ୍ୟମରେ ଆପଣ ୨୫୦ ରୁ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ସୁକନ୍ୟା ଆକାଉଣ୍ଟ କେବଳ ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ। ଏଥିରେ କେବଳ ଗୋଟିଏ ଖାତା ଝିଅ ପାଇଁ ଖୋଲାଯାଇପାରିବ। ଅନେକ ଲୋକ ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଭଲ ପରିମାଣର ଅର୍ଥ ବିନିଯୋଗ କରନ୍ତି କାରଣ ଏହା ବହୁତ ଭଲ ସୁଧ ଦେଇଥାଏ। ସୁକନ୍ୟା ସମୃଦ୍ଧି ଯୋଜନାରେ ପୁଞ୍ଜି ବିନିଯୋଗ ଆରମ୍ଭ କରିବା ପରେ ଯେତେବେଳେ ଝିଅକୁ ୧୮ ବର୍ଷ ବୟସ ହୁଏ, ସରକାର ଆପଣଙ୍କୁ ସେହି ଆକାଉଣ୍ଟର...