_*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁*🍁 _*ତାରିଖ - ୦୮:୦୪:୨୦୨୧ (ଗୁରୁବାର)*_ ********************************** ➡️ _*ଧୋର୍ଯ୍ଯ*_ *ମଣିଷକୁ ଉନ୍ନତି କରେ* _*ମିଛ*_ *ମଣିଷକୁ ବିନାଶ କରେ ।* *➡️ଜୀବନ ଏକ ନଉକାପରି କେବେ ଏ ପାରି କେବେ ସେ ପାରି ସୁଖଦୁଃଖର ଦୁଇଟି କୂଳ ହସଲୁହତ ଭାଗ୍ଯରଖେଳ ।* *➡️ଜୀବନରେ ଯେତେବି ଉଚ୍ଚ ସ୍ଥାନକୁ ଯାଅ ନା କାହିଁକି କିନ୍ତୁ ସବୁବେଳେ ନିଜର ସାଳିନତା ସବୁ ସ୍ଥାନରେ ବଜାୟ ରଖିବାକୁ ଚେଷ୍ଟା କରିବା ।* *➡️କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ l ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଓ ବିପଦକୁ...
Posts
Showing posts from April, 2021