Posts

SSY: ଏହି ଝିଅଙ୍କୁ ମିଳିବନି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ; ଜାଣନ୍ତୁ କାହିଁକି...

Image
 Sukanya Samriddhi Yojana: ପିତାମାତାଙ୍କ ପାଇଁ ଜରୁରୀ ଖବର। ଝିଅ ନାଁରେ ଯଦି ଖୋଲିଛନ୍ତି ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ତେବେ ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ମିଳିବନି ଲାଭ… Sukanya Samriddhi Yojan: ସରକାର ଝିଅମାନଙ୍କ ପାଇଁ ଅନେକ ଯୋଜନା ପରିଚାଳ କରୁଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ଏଥିପାଇଁ ପିତାମାତା ସେମାନଙ୍କ ଝିଅଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିପାରିବେ। ଯାହାର ଲାଭ ଝିଅଙ୍କୁ ୨୧ ବର୍ଷ ହେବା ପରେ ମିଳିବ। ଏଥିସହ ଅନେକ ସୁବିଧା ମଧ୍ୟ ମିଳିଥାଏ। ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ପାଇଁ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଯେଉଁଠାରେ ଝିଅମାନେ ୨୧ ବର୍ଷ ବୟସରେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହା ଏକ ସଞ୍ଚୟ ଯୋଜନା, ଯେଉଁଥିରେ ୮.୨ ସୁଧ ହାର ଉପଲବ୍ଧ। ଏହି ସ୍କିମ୍ ମାଧ୍ୟମରେ ଆପଣ ୨୫୦ ରୁ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ସୁକନ୍ୟା ଆକାଉଣ୍ଟ କେବଳ ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ। ଏଥିରେ କେବଳ ଗୋଟିଏ ଖାତା ଝିଅ ପାଇଁ ଖୋଲାଯାଇପାରିବ। ଅନେକ ଲୋକ ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଭଲ ପରିମାଣର ଅର୍ଥ ବିନିଯୋଗ କରନ୍ତି କାରଣ ଏହା ବହୁତ ଭଲ ସୁଧ ଦେଇଥାଏ। ସୁକନ୍ୟା ସମୃଦ୍ଧି ଯୋଜନାରେ ପୁଞ୍ଜି ବିନିଯୋଗ ଆରମ୍ଭ କରିବା ପରେ ଯେତେବେଳେ ଝିଅକୁ ୧୮ ବର୍ଷ ବୟସ ହୁଏ, ସରକାର ଆପଣଙ୍କୁ ସେହି ଆକାଉଣ୍ଟର...

କେନ୍ଦ୍ର ସରକାରଙ୍କ ବଡ଼ ସ୍କିମ, ମାଗଣା ସାଇକେଲ ପାଇଁ ମିଳିବ ଏତିକି ଟଙ୍କା! ପାଦରେ ଚାଲିବେନି କେହି ।

Image
Govt Scheme: ଯଦି ଆପଣ ବି ମାଗଣା ସାଇକେଲର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ବାବଦରେ ତଳ ପୋଷ୍ଟକୁ ପଢ଼ନ୍ତୁ । Free Cycle Yojona: ଦେଶର ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରେ ସରକାରଙ୍କ ନୂତନ ମାଗଣା ସାଇକେଲ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଯଦି ଆପଣ ଜଣେ ଭାରତୀୟ ନାଗରିକ ଓ ଶ୍ରମିକ, ତେବେ ସରକାରଙ୍କ ମାଗଣା ସାଇକେଲ ଯୋଜନା ବର୍ତ୍ତମାନ ଆପଣଙ୍କ ପାଇଁ ଆରମ୍ଭ ହୋଇଛି। ବର୍ତ୍ତମାନ ଆପଣ ସରକାରୀ ଯୋଜନା ଅଧୀନରେ ଏକ ସାଇକେଲ ପାଇପାରିବେ । Free Cycle Scheme: ଏହି ଯୋଜନାରେ ସରକାର ସାଇକେଲ କିମ୍ବା ସାଇକେଲ୍‌ ବାବଦକୁ ୩୦୦୦ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଅନଲାଇନ୍‌ରେ ଆବେଦନ କରି ପାରିବେ । ଆଜି ଆମେ ଆପଣଙ୍କୁ କହିବୁ କିଭଳି ଆପଣ ସମ୍ପୂର୍ଣ୍ଣ ମାଗଣାରେ ସାଇକେଲ୍‌ ଖଣ୍ଡିଏ ପାଇ ପାରିବେ । Free Cycle Yojona: ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା କେନ୍ଦ୍ର ସରକାର ସମୟ ସମୟରେ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଶ୍ରମିକମାନଙ୍କୁ ସେମାନଙ୍କ ସମସ୍ୟା ପାଇଁ ଯୋଜନାର ଲାଭ ଦିଆଯିବ । ସେହି ସମସ୍ତ ଶ୍ରମିକ ଯେଉଁମାନେ ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି କିମ୍ବା NREGA ରେ କାମ କରନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟାକୁ ବିସ୍ତୃତ ଭାବରେ ବୁଝ...

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch

Image
  Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch Name of the Post:   Indian Airforce Agniveer Vayu Intake (01/2025) Online Form Post Date :  03-01-2024 Brief Information :  Indian Airforce   has given  a Notification for the recruitment of Agniveer Vayu Intake (01/2025) Vacancy under Agnipath Scheme for Unmarried Indian Male & Female Candidates. Those Candidates who are interested in the vacancy details & completed all eligibility criteria can read the Notification & Apply Online.                             Application Fee Examination Fee: Rs. 550/- plus GST Payment Mode: Through Online by using Debit Cards/ Credit Cards/Internet Banking Important Dates Starting Date for Apply Online & Payment of fee:  17-01-2024  Last Date for Apply Online & Payment of fee:  06-02-2024 Date of Phase I Onlin...

ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)ରାଶି ଫଳ

  ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ- ଶୁକ୍ଲପକ୍ଷ* *ତିଥି- ଷଷ୍ଠୀ ରାତ୍ରି ଘ୦୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ସପ୍ତମୀ* *ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୭/୧୩ ପର୍ଯ୍ୟନ୍ତ  ତଦନ୍ତେ ଉତ୍ତରଭାଦ୍ର*  *ଚନ୍ଦ୍ର-ମୀନ* *ଯୋଗ- ପରିଘ* *କରଣ - କୌଳବ* *ସୌରମାସ- ମକର ୦୨ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୯* *✧═════•❁❀ *ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ବାୟବ୍ୟେ* *ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ଧନୁ ରାଶିର ଘାତଚନ୍ଦ୍ର*  *ମକର ରାଶି ର ଘାତବାର* ✧═════•❁❀❁•═══ *କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୪୩ ମଧ୍ୟେ* *ବାରବେଳା - ଦିବା ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା    ଘ୦୯/୧୫  ଗତେ ଘ୧୧/୧୭ ମଧ୍ୟେ ଓ  ଘ୦୨/୪୪  ଗତେ ଘ୦୩/୩୬ ମଧ୍ୟେ ଓ ଘ୦୪/୦୫ ଗତେ ଘ୦୫/୨୫ ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═════✧ *ଅଦ୍ୟ  ନିମ୍ବ  ଭକ୍ଷଣ  ନିଷେଧ* *═✧*══•❁❀❁•═════✧ *✧═════•❁❀❁•═════✧*   *🌼🌹꧁ ଆଜିର ରାଶିଫଳ꧂🌹🌼*      ...

ଦଶମ Board ରେ ଭଲ Reselt ପାଇବା ପାଇଁ ପଢନ୍ତୁ ମାଟ୍ରିକ ମନ୍ତ୍ର for 10th Class

Image
10th ଦଶମ ଶ୍ରେଣୀ  ର ପିଲା ଙ୍କ ପାଇଁ ଖୁସି ଖବର  ଏଣିକି   ମାଟ୍ରିକ ରେ ଭଲ Ruselt ପାଇବା ପାଇଁ ମାଟ୍ରିକ ମନ୍ତ୍ର ଖବର କାଗଜ କିଣିବା ଦରକାର ନାହିଁ ।ନିଜ ମୋବାଇଲ ରେ Free ରେ ଖବର କାଗଜ Download  କରି ପଢି ପରିବେ ।  ଆମର Telegram  Group ରେ join ହେବା ପାଇଁ  ତଳେ ଥିବା link ରେ Click କରି Group re join ହେଇ  Download  କରନ୍ତୁ ।     Click  & Download  :  ମାଟ୍ରିକ ମନ୍ତ୍ର for  10th Class ଗ୍ରୁପ ରେ joinହେବା ପାଇଁ   ତଳେ ଥିବା  QR code କୁ Scan  କରନ୍ତୁ   

ଶୀତ ଦିନ ରେ ଉପକାରୀ ରସୁଣ

Image

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Image
ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ', ୯୦% ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ବନ୍ଧୁଗଣ ମୁ  ଶିବ ପ୍ରସାଦ ସାହୁ  ଆପଣ ମାନ ଙ୍କୁ BSKY Card ବିଷୟ ରେ କିଛି କହିବାକୁ  ଚାହୁଁଚି।  ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ତୃତୀୟ ପର୍ଯ୍ୟାୟରେ ‘ନବୀନ କାର୍ଡ’ର ଶୁଭାରମ୍ଭହୋଇଛି। ରାଜ୍ୟ ସରକାର ବିଏସ୍‌କେୱାଇରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ତୃତୀୟ ପର୍ଯ୍ୟାୟରେ ବିଏସ୍‌କେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କ୍ୟାସ୍‌ଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ  ବିଏସ୍‌କେୱାଇ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏଥିରେ ସାମିଲ ହେବେ। ସମସ୍ତେ ନୂଆ ବିଏସ୍‌‌କେୱାଇ-ନବୀନ କାର୍ଡ ପାଇବେ। ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସବିଧା ସମସ୍ତ ଙ୍କୁ  ମିଳିବ।  ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରାଜ୍ୟର ୧ କୋଟି ୧୦ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦% ଉପକୃତ ହେବେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ- ନବୀନ କାର୍ଡ ଜରିଆରେ...

ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର

*🌄ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର* ➡️ ୧ -ଶ୍ରୀରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ନୂଆ ରୂପରେ ସଜେଇ ହୋଇଛି ଅଯୋଧ୍ୟା l ଅତ୍ୟାଧୁନିକ ବିମାନବନ୍ଦର, ରେଳଷ୍ଟେସନ ର ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ➡️୨ -ବଢିଲା ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ସୁବିଧା, ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ, ରାଜ୍ୟ ବାହାରର ସରକାରୀ ଅନୁଷ୍ଠାନ ମଧ୍ୟ ହେଲା ସାମିଲ l ➡️ ୩ -ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଲା ଶିକ୍ଷା ବିଭାଗ। ➡️ ୪ -ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏସି ସେଡ୍‌, ବ୍ୟାରିକେଡିଂ l ➡️ ୫ -ଇଂରାଜୀ ନୂଆବର୍ଷ ସୋମବାର ପଡୁଥିବାରୁ ଖୋଲା ରହିବ ନନ୍ଦନକାନନ। ଏହାଦ୍ୱାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସି ବୁଲିପାରିବେ ଓ ଉପଭୋଗ କରିପାରିବେ। ➡️ ୬ -୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ l ଏ ନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ➡️ ୭ -ଡିଜିପି ଦାୟିତ୍ବରେ ଅରୁଣ ଷଡ଼ଙ୍ଗୀ l ସୁନୀଲ ବଂଶଲଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ପୁଲି...

ଆଜି ର ରାଶିଫଳ ତା- ୩୧/୧୨/୨୦୨୩

Dt- 31/12/23 Sunday ଆପଣାମାନଙ୍କ ଦିନ  ଟି ଆଜି କେମିତି କାଟିବ ସେ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି କି ? ମୁ SIBAPRASAD  ଆଜି ର ରାଶି ଫଳ ବିଷୟ ରେ କହୁଛି। *🌹🌼👉ମହାବୀର ପଞ୍ଜିକା👈🌼🌹*  *✧═════•❁❀❁•═════✧*     * ଅଦ୍ୟ ଡିସେମ୍ବର ମାସ ୩୧ ତାରିଖ ୨୦୨୩ ମସିହା(ରବିବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ଚତୁର୍ଥୀ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ପଞ୍ଚମୀ* *ନକ୍ଷତ୍ର- ମଘା* *ଚନ୍ଦ୍ର-ସିଂହ* *ଯୋଗ- ପ୍ରୀତି* *କରଣ - ବାଳବ* *ସୌରମାସ- ଧନୁ ୧୬ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୦୯* *✧═════•❁❀ *ଯୋଗିନୀ ନୈରୁତେ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ଦକ୍ଷିଣେ*  *ପଞ୍ଚମୀର ପାର୍ବଣ ଶ୍ରାଦ୍ଧ*  *ମେଷ ରାଶି ର ଘାତବାର* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୧୦/୨୮ ଗତେ ଘ୦୧/୧୧ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୩ ଗତେ ଘ ୦୯/୩୭ ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ ୦୯/୧୫ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୫୦ ଗତେ ଘ ୦୫/୧୫ ମଧ୍ୟେ* ═✧*══•❁❀❁•═════✧ *ଅଦ୍ୟ ମୂଳା ଦିବା ଘ ୧୧/୫୬ ଗତେ ବେଲ ଭକ୍ଷଣ  ନିଷେଧ* *═✧*══•❁❀❁•═...

ଆଜି ର ସକାଳ ନ୍ଯୁଜ dt-30/12/23

  *╭─────────────────────╮* * 🌄ସକାଳର ଖବର, ୩୦-ଡିସେମ୍ବର-୨୦୨୩, ଶନିବାର* *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ କରିବେ ପ୍ରବେଶ । ➡️୨-ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉଁ ମୂତି ପୂଜା ପାଇବେ ଏନେଇ ଆଜି ହେବ ମତଦାନ । ନିର୍ମାଣ ହୋଇଛି ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି । ➡️୩-ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ୩୯୯ ଓସିଏସ୍‌ ପଦବୀ l ଜାନୁୟାରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ l ଏନେଇ ଗତକାଲି ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ➡️୪-୪୮୨ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷମମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ➡️୫-ଏଣିକି ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି, ତିଆରି କରିବ BMC । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଲେ ଭୁବନେଶ୍ୱର ମେୟର । ➡️୬-୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟ...