Posts

Showing posts from December, 2023

ଶୀତ ଦିନ ରେ ଉପକାରୀ ରସୁଣ

Image

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Image
ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ', ୯୦% ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ବନ୍ଧୁଗଣ ମୁ  ଶିବ ପ୍ରସାଦ ସାହୁ  ଆପଣ ମାନ ଙ୍କୁ BSKY Card ବିଷୟ ରେ କିଛି କହିବାକୁ  ଚାହୁଁଚି।  ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ତୃତୀୟ ପର୍ଯ୍ୟାୟରେ ‘ନବୀନ କାର୍ଡ’ର ଶୁଭାରମ୍ଭହୋଇଛି। ରାଜ୍ୟ ସରକାର ବିଏସ୍‌କେୱାଇରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ତୃତୀୟ ପର୍ଯ୍ୟାୟରେ ବିଏସ୍‌କେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କ୍ୟାସ୍‌ଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ  ବିଏସ୍‌କେୱାଇ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏଥିରେ ସାମିଲ ହେବେ। ସମସ୍ତେ ନୂଆ ବିଏସ୍‌‌କେୱାଇ-ନବୀନ କାର୍ଡ ପାଇବେ। ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସବିଧା ସମସ୍ତ ଙ୍କୁ  ମିଳିବ।  ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରାଜ୍ୟର ୧ କୋଟି ୧୦ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦% ଉପକୃତ ହେବେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ- ନବୀନ କାର୍ଡ ଜରିଆରେ...

ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର

*🌄ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର* ➡️ ୧ -ଶ୍ରୀରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ନୂଆ ରୂପରେ ସଜେଇ ହୋଇଛି ଅଯୋଧ୍ୟା l ଅତ୍ୟାଧୁନିକ ବିମାନବନ୍ଦର, ରେଳଷ୍ଟେସନ ର ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ➡️୨ -ବଢିଲା ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ସୁବିଧା, ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ, ରାଜ୍ୟ ବାହାରର ସରକାରୀ ଅନୁଷ୍ଠାନ ମଧ୍ୟ ହେଲା ସାମିଲ l ➡️ ୩ -ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଲା ଶିକ୍ଷା ବିଭାଗ। ➡️ ୪ -ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏସି ସେଡ୍‌, ବ୍ୟାରିକେଡିଂ l ➡️ ୫ -ଇଂରାଜୀ ନୂଆବର୍ଷ ସୋମବାର ପଡୁଥିବାରୁ ଖୋଲା ରହିବ ନନ୍ଦନକାନନ। ଏହାଦ୍ୱାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସି ବୁଲିପାରିବେ ଓ ଉପଭୋଗ କରିପାରିବେ। ➡️ ୬ -୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ l ଏ ନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ➡️ ୭ -ଡିଜିପି ଦାୟିତ୍ବରେ ଅରୁଣ ଷଡ଼ଙ୍ଗୀ l ସୁନୀଲ ବଂଶଲଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ପୁଲି...

ଆଜି ର ରାଶିଫଳ ତା- ୩୧/୧୨/୨୦୨୩

Dt- 31/12/23 Sunday ଆପଣାମାନଙ୍କ ଦିନ  ଟି ଆଜି କେମିତି କାଟିବ ସେ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି କି ? ମୁ SIBAPRASAD  ଆଜି ର ରାଶି ଫଳ ବିଷୟ ରେ କହୁଛି। *🌹🌼👉ମହାବୀର ପଞ୍ଜିକା👈🌼🌹*  *✧═════•❁❀❁•═════✧*     * ଅଦ୍ୟ ଡିସେମ୍ବର ମାସ ୩୧ ତାରିଖ ୨୦୨୩ ମସିହା(ରବିବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ଚତୁର୍ଥୀ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ପଞ୍ଚମୀ* *ନକ୍ଷତ୍ର- ମଘା* *ଚନ୍ଦ୍ର-ସିଂହ* *ଯୋଗ- ପ୍ରୀତି* *କରଣ - ବାଳବ* *ସୌରମାସ- ଧନୁ ୧୬ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୦୯* *✧═════•❁❀ *ଯୋଗିନୀ ନୈରୁତେ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ଦକ୍ଷିଣେ*  *ପଞ୍ଚମୀର ପାର୍ବଣ ଶ୍ରାଦ୍ଧ*  *ମେଷ ରାଶି ର ଘାତବାର* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୧୦/୨୮ ଗତେ ଘ୦୧/୧୧ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୩ ଗତେ ଘ ୦୯/୩୭ ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ ୦୯/୧୫ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୫୦ ଗତେ ଘ ୦୫/୧୫ ମଧ୍ୟେ* ═✧*══•❁❀❁•═════✧ *ଅଦ୍ୟ ମୂଳା ଦିବା ଘ ୧୧/୫୬ ଗତେ ବେଲ ଭକ୍ଷଣ  ନିଷେଧ* *═✧*══•❁❀❁•═...

ଆଜି ର ସକାଳ ନ୍ଯୁଜ dt-30/12/23

  *╭─────────────────────╮* * 🌄ସକାଳର ଖବର, ୩୦-ଡିସେମ୍ବର-୨୦୨୩, ଶନିବାର* *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ କରିବେ ପ୍ରବେଶ । ➡️୨-ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉଁ ମୂତି ପୂଜା ପାଇବେ ଏନେଇ ଆଜି ହେବ ମତଦାନ । ନିର୍ମାଣ ହୋଇଛି ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି । ➡️୩-ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ୩୯୯ ଓସିଏସ୍‌ ପଦବୀ l ଜାନୁୟାରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ l ଏନେଇ ଗତକାଲି ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ➡️୪-୪୮୨ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷମମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ➡️୫-ଏଣିକି ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି, ତିଆରି କରିବ BMC । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଲେ ଭୁବନେଶ୍ୱର ମେୟର । ➡️୬-୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟ...

ଆଜି ର ରାଶିଫଳ ତା- ୩୦/୧୨/୨୦୨୩

 * ଅଦ୍ୟ ଡିସେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଶନିବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ତୃତୀୟା ଦିବା ଘ୦୯/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ* *ନକ୍ଷତ୍ର- ଅଶ୍ଳେଷା* *ଚନ୍ଦ୍ର-କର୍କଟ* *ଯୋଗ- ବିସ୍କୁମ୍ଭ* *କରଣ - ଵିଷ୍ଟି* *ସୌରମାସ- ଧନୁ ୧୫ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୨୯* *✧═════•❁❀ *ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୩୬ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*  *ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*  *ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର* ✧═════•❁❀❁•═══ *କାଳବେଳା -ଦିବା ଘ୦୭/୪୬ ମଧ୍ୟେ ଓ ଦିବା ଘ୦୩/୫୫ ଗତେ ଘ୦୫/୧୫ ମଧ୍ୟେ* *ବାରବେଳା - ଦିବା ଘ୧୨/୦୪ ଗତେ ଘ୦୨/୩୬ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୮/୦୩ ଗତେ ଘ ୧୦/୨୭ ମଧ୍ୟେ ଓ ଘ୦୨/୩୬ଗତେ ଘ ୦୩/୫୪ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୬ଗତେ ଘ ୦୨/୫୪ ମଧ୍ୟେ* ═✧*══•❁❀❁•════ *✧═════•❁❀❁•═════✧*   *🌼🌹꧁ ଆଜିର ରାଶିଫଳ꧂🌹🌼*         *✧═════•❁❀❁•═════✧* *🌹 ମେଷ 🌹👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ...

Today Short Odia News

*╭─────────────────────╮* *🌄ସକାଳର ଖବର, ୨୯-ଡିସେମ୍ବର-୨୦୨୩, ଶୁକ୍ରବାର * *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୨୪୭୩ ମେଡିକାଲ ଅଫିସର l କଳିଙ୍ଗ ଷ୍ଟାଡିୟମରେ ନୂତନ ଡାକ୍ତରଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ➡️୨-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ। ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ➡️୩-ଆସନ୍ତାକାଲି ଅପରାହ୍ନରେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହା ସହ ଶ୍ରୀ ମୋଦୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ମଧ୍ୟ କରିବେ ଶୁଭାରମ୍ଭ । ➡️୪-ଜାନୁଆରି ୧ ତାରିଖରୁ ରାଜ୍ୟର ସମସ୍ତ ପିଡିଏସ୍‌ କେନ୍ଦ୍ରକୁ ବନ୍ଦ ପାଇଁ ଧମକ ଦେଲା ପିଡିଏସ୍‌ ଡିଲର ଫେଡରେସନ୍‌ର ଓଡ଼ିଶା ୟୁନିଟ। ରାଜ୍ୟରେ ଥିବା ସମସ୍ତ ପିଡିଏସ୍‌ ଡିଲରଙ୍କର ୩୦ ମାସର ବକେୟା, କୋଭିଡ୍‌ ସମୟର ବକେୟା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ହେବ ଏହି ଆନ୍ଦୋଳନ l ➡️୫-ଦୂରଦର୍ଶନର ପୂର୍ବତନ ପୋଗ୍ରାମ ଏକ୍ସୁକେଟିଭ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଗତକାଲି ଅପରାହ୍ନ ୪.୪୫ରେ ହେଲା ପରଲୋକ l ଦଧୀଚି ବିମାନରେ ତାଙ୍କ ମୃତ ଶରୀରକୁ ଏସିବି ମେଡିକାଲ୍‌ କଲେଜକୁ ନିଆଯାଇ କରାଗଲା ଦାନ l ➡️୬-...

ଆଜି ର ରାଶିଫଳ

ନମସ୍କାର ବନ୍ଧୁଗଣ, ମୋର ନାମ SIBA PRASAD SAHOO ଏବଂ ଆଜି ଏହି ଆର୍ଟିକିଲରେ ମୁଁ ଆପଣଙ୍କୁ ଆଜି ର ରାଶି ଫଳ ଵିଷୟ ରେ କହିବାକୁ ଯାଉଛି । * 🌹🌼👉ମହାବୀର ପଞ୍ଜିକା👈🌼🌹*  *✧═════•❁❀❁•═════✧*     * ଅଦ୍ୟ ଡିସେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ଦ୍ଵିତୀୟା ଦିବା ଘ୦୭/୫୧ ପର୍ଯ୍ୟନ୍ତ  ତଦନ୍ତେ ତୃତୀୟା* *ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୩/୪୬ ପର୍ଯ୍ୟନ୍ତ  ତଦନ୍ତେ ଅଶ୍ଳେଷା* *ଚନ୍ଦ୍ର-କର୍କଟ* *ଯୋଗ- ବୈଧୃତି* *କରଣ - ଗର* *ସୌରମାସ- ଧନୁ ୧୪ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୯* *✧═════•❁❀ *ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ ପର୍ଯ୍ୟନ୍ତ  ତଦନ୍ତେ ଅଗ୍ନିକୋଣେ*  *ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*  *ବିଛା,ଧନୁ ଓ ମୀନ ରାଶି ର ଘାତବାର* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୯/୦୬ ଗତେ ଘ୧୧/୫୦ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୩ ମଧ୍ୟେ ଓ  ଘ୦୮/୦୦ ଗତେ ଘ ୦୯/୦୬ ମଧ୍ୟେ ଓ  ଘ୧୨/୫୦ଗତେ ଘ ୦୪/୦୧ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═════✧ *ଅଦ୍ୟ ପୋଟଳ ଭକ୍ଷଣ ...

Jio Ra New Recharge Plan

Image
JIO ରେ ସବୁଠୁ କମ ଦାମ ରେ କ'ଣ ରିଚାର୍ଜ Plan ଅଛି ଚାଲନ୍ତୁ ଦେଖିବା । ନମସ୍କାର ବନ୍ଧୁଗଣ, ମୋର ନାମ SIBA PRASAD SAHOO  ଏବଂ ଆଜି ଏହି ଆର୍ଟିକିଲରେ ମୁଁ ଆପଣଙ୍କୁ JIO ର ସଵୁଠୁ କମ୍ ଦାମ୍ ରେ ପୁରା 30 ଦିନ ର Recharge Plan ଵିଷୟ ରେ କହିବାକୁ ଯାଉଛି ଯେହେତୁ ଆପଣ ଜାଣିଛନ୍ତି କି ଆପଣ ଓଡ଼ିଶାରେ ରହି ଏକ Jio Ra Network  used କରୁଛନ୍ତି ହେଲେ  ତାର Recharge  Plan ଜାଣିନାହଁ  ଚାଲନ୍ତୁ plan ବିଷୟ ରେ କିଛି ଜାଣିଵା । 1. Plan - 209 2. Plan - 179 3.Plan -149