Posts

Showing posts with the label short Odia news

ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର

*🌄ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର* ➡️ ୧ -ଶ୍ରୀରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ନୂଆ ରୂପରେ ସଜେଇ ହୋଇଛି ଅଯୋଧ୍ୟା l ଅତ୍ୟାଧୁନିକ ବିମାନବନ୍ଦର, ରେଳଷ୍ଟେସନ ର ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ➡️୨ -ବଢିଲା ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ସୁବିଧା, ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ, ରାଜ୍ୟ ବାହାରର ସରକାରୀ ଅନୁଷ୍ଠାନ ମଧ୍ୟ ହେଲା ସାମିଲ l ➡️ ୩ -ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଲା ଶିକ୍ଷା ବିଭାଗ। ➡️ ୪ -ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏସି ସେଡ୍‌, ବ୍ୟାରିକେଡିଂ l ➡️ ୫ -ଇଂରାଜୀ ନୂଆବର୍ଷ ସୋମବାର ପଡୁଥିବାରୁ ଖୋଲା ରହିବ ନନ୍ଦନକାନନ। ଏହାଦ୍ୱାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସି ବୁଲିପାରିବେ ଓ ଉପଭୋଗ କରିପାରିବେ। ➡️ ୬ -୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ l ଏ ନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ➡️ ୭ -ଡିଜିପି ଦାୟିତ୍ବରେ ଅରୁଣ ଷଡ଼ଙ୍ଗୀ l ସୁନୀଲ ବଂଶଲଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ପୁଲି...