ବିଏସ୍କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'
ବିଏସ୍କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ', ୯୦% ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା
ବନ୍ଧୁଗଣ ମୁ ଶିବ ପ୍ରସାଦ ସାହୁ ଆପଣ ମାନ ଙ୍କୁ BSKY Card ବିଷୟ ରେ କିଛି କହିବାକୁ ଚାହୁଁଚି।
ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା (ବିଏସ୍କେୱାଇ)ର ତୃତୀୟ
ପର୍ଯ୍ୟାୟରେ ‘ନବୀନ କାର୍ଡ’ର ଶୁଭାରମ୍ଭହୋଇଛି। ରାଜ୍ୟ ସରକାର ବିଏସ୍କେୱାଇରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ
ତୃତୀୟ ପର୍ଯ୍ୟାୟରେ ବିଏସ୍କେୱାଇରୁ ବଞ୍ଚିତ ହୋଇଥିବା
ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କ୍ୟାସ୍ଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି
ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ
ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ
ବିଏସ୍କେୱାଇ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏଥିରେ
ସାମିଲ ହେବେ। ସମସ୍ତେ ନୂଆ ବିଏସ୍କେୱାଇ-ନବୀନ କାର୍ଡ
ପାଇବେ। ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସବିଧା ସମସ୍ତ ଙ୍କୁ ମିଳିବ।
ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରାଜ୍ୟର ୧ କୋଟି ୧୦ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦% ଉପକୃତ ହେବେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ- ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇଵେ । ବିଏସ୍କେୱାଇ ନବୀନ କାର୍ଡ ଦ୍ବାରା ଓଡ଼ିଶାର କୌଣସି କାର୍ଯ୍ୟକ୍ରମ ପଛରେ ରହଛି ଆମର ‘ସୁସ୍ଥ ଓଡ଼ିଶା, ସଖୀ ଓଡ଼ିଶା’ର ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ। ମୋର ସ୍ବପ୍ନ ହେଉଛ ଓଡ଼ିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଗାଇଦେବା। ମଁ ଏମିତିି ଏକ ଓଡ଼ିଶା ଚାହେଁ, ଯେଉଁଠାରେ
ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହାସବୁଲୋକଙ୍କ ପାଇଁ ସୁଲଭ ମୂଲ୍ଯ ରେ ଉପଲବ୍ଧ ହେଉଥିବ। ପଇସା ପାଇଁ ମୋ ରାଜ୍ୟର କେହିକେବେ ଉତ୍ତମ ଚିକତ୍ସା ସବୁଧାରୁ ବଞ୍ଚିତ ନହେଉ । ଏହ ଲକ୍ଷ୍ୟ କାର୍ଯ୍ୟକାରୀ କରବାକୁ ଯାଇ ଆମେ ୫ବର୍ଷ ତଳେ ବଜିୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରଇଥୀଲୁ । ଏହା ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଳବୀକ ପରୀବତ୍ନତ ଆଣଇ ଥିଲା।
ରାଜ୍ଯ ର ସବୁଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବଜିୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରତ କରାଯାଉଛ।
ପ୍ରଥମ ପର୍ଯ୍ୟାୟରେ ସବୁଲୋକଙ୍କୁ ସେମାନଙ୍କ ରୋଜଗାର ଓ
ବାସସ୍ଥାନ ନିର୍ବିଶେଷରେ ସବୁ ସରକାରୀ ଚିକିତ୍ସା ସମସ୍ତ ଉପଲବ୍ଧ ଚିକିତ୍ସା ସୁଵଇଧା ସମ ମାଗଣା ସୁବୁଧା ସମ୍ ି ର୍ପୂ ମାଗଣା ଣ୍ଣ ରେ ମଳିୁଛ।
ଦିତୀୟ ପଯ୍ଯୟରେ ସବୁ ଖାଦ୍ୟ ସରୁକ୍ଷା ହତାଧିକାରୀ ଙ୍କୁ
ବଜିୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକତ୍ିସାଳୟଗଡ଼ିକୁ ରେ ମାଗଣାରେ ଚିକତ୍ିସା ସୁଵୀଧା ମୀଳିୁଛ। ବି ଏସ୍ିକେୱାଇ ଯୋଜନାରେ ପ୍ରତ ମାସ ି ରେ ୪୫ଲକ୍ଷରୁ ଅଧିକ ଲୋକ ବଭିନ୍ନ ସରକାରୀ ସ୍ବାସ୍ଥ୍ୟସେବା
ଅନୁଷ୍ଠାନଗଡ଼ିକ ରେ ମାଗଣାରେ ଚିକତ୍ିସା ସବୁଧା ପାଉଛନ୍ତ।
ଏହାସହତ ୧ ଲକ୍ଷ ୩୦ ହଜାର ି ଲୋକ ଘରୋଇ
ଚିକତ୍ିସାଳୟଗଡ଼ିକୁ ରେ କ୍ୟାସ୍ଲେସ୍ ଚିକତ୍ିସା ସବୁଧା ମଧ୍ୟ ପାଉଛନ୍ ି । ତି
ଏଥିପାଇଁ ପଞ୍କଜିୃତ ହୋଇଥିବା ଘରୋଇ ଚିକତ୍ିସାଳୟଗଡ଼ିକୁ ରେ
ରାଜ୍ୟ ସରକାର ମାସକୁ ୨୬୦ କୋଟିଟଙ୍କା ଖର୍ କର ଚ୍ଚ ୁଛନ୍। ଗତ ୫ ବର୍ଷରେ ବଏସ୍ିକେୱାଇ ଯୋଜନାରେ ରାଜ୍ୟ ସରକାର
୪୫୦୦ କୋଟିଟଙ୍କା ଖର୍ କରଚ୍ଚ ୨୧ ଲକ୍ଷ ି ରୋଗୀଙ୍କୁ ବଭିନ୍ନ ି
ଘରୋଇ ଚିକତ୍ିସାଳୟରେ କ୍ୟାସଲେସ ଚିକତ୍ିସା ସୁବୀଧା
ଯୋଗାଇଦେଇଛନ୍। ସା ତି ର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା
ଦେଶରେଏହା ଏକ ଅନନ୍ୟ ଉଦାହରଣ, ଏକ ଉତ୍ତମ ମଡେଲ।
ଓଡ଼ିଶାର ଲୋକଙ୍କ ପାଇଁ ଏହା ଏକ ସନୁ ିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା,
ଯେଉଁଥିରେ ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସବୁଧା ି
ପ୍ରଦାନ କରାଯାଉଛିବୋଲ ମୁଖ୍ଯ ମନ୍ତୀ ଶ୍ରୀ ନବୀନ ପେଟ୍ଟନାୟକ କହଛନ୍ି ।
ଆପଣ ମାନେ ଏହି ସୁବିଧା ପାଇ ଛନ୍ତୀ କୀ ନାଇ comment box ରେ ଲେଖି ଜଣେଇବେ ।
Comments
Post a Comment