_*🎪🛕ଆଜିର ଅନୁଚିନ୍ତା🛕🎪*_
*🍁🍁🍁🍁🍁🍁🍁🍁🍁🍁*🍁
_*ତାରିଖ - ୦୮:୦୪:୨୦୨୧ (ଗୁରୁବାର)*_
**********************************
➡️ _*ଧୋର୍ଯ୍ଯ*_
*ମଣିଷକୁ ଉନ୍ନତି କରେ*
_*ମିଛ*_
*ମଣିଷକୁ ବିନାଶ କରେ ।*
*➡️ଜୀବନ ଏକ ନଉକାପରି କେବେ ଏ ପାରି କେବେ ସେ ପାରି ସୁଖଦୁଃଖର ଦୁଇଟି କୂଳ ହସଲୁହତ ଭାଗ୍ଯରଖେଳ ।*
*➡️ଜୀବନରେ ଯେତେବି ଉଚ୍ଚ ସ୍ଥାନକୁ ଯାଅ ନା କାହିଁକି କିନ୍ତୁ ସବୁବେଳେ ନିଜର ସାଳିନତା ସବୁ ସ୍ଥାନରେ ବଜାୟ ରଖିବାକୁ ଚେଷ୍ଟା କରିବା ।*
*➡️କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ l ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଓ ବିପଦକୁ ବିଜୟ କରେ !!*
*➡️Time ମାଗଣାରେ ମିଳିଥାଏ କିନ୍ତୁ ଏହା ଅମୂଲ୍ୟ, Time କୁ କେହି ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା, ହେଲେ ଥରେ ଯଦି ଏହି Time କୁ ହାତଛଡା କରି ଦେଲେ ତ ଆଉ ମିଳିବ ନାହିଁ ।*
*🌞ଶୁଭ ସକାଳ🌞*
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_
*🙏🏻 🔘ଜୟ ଜଗନ୍ନାଥ🔘🙏🏻*
Comments
Post a Comment