ଜୀବନ ଦର୍ଶନ

 .  

    *🌻☘️🌹" ଜୀବନ ଦର୍ଶନ "🌹☘️🌻*     

           *ତାରିଖ : ୧୧/୦୩/୨୦୨୧,ଗୁରୁବାର*


*🌹➡️ସାଧାରଣ ମନୁଷ୍ଯ ଯେପରି ଶରୀରରେ ନିଜକୁ ଦେଖେ, ଶରୀରର କୌଣସି ଅଙ୍ଗର ଅସୁସ୍ଥତା କାମନା ନ କରି, କୌଣସି ଅଙ୍ଗ ପ୍ରତି ଦ୍ବେଷ ନ କରି ସବୁ ଅଙ୍ଗକୁ ସମାନ ରୂପେ ନିଜର ମନେ କରେ, ଭକ୍ତ ସେହିପରି ସମସ୍ତ ପ୍ରାଣୀଙ୍କ ଠାରେ ନିଜର ଅଂଶୀ ଭଗବାନଙ୍କୁ ଦେଖନ୍ତି ଏବଂ ସମସ୍ତଙ୍କର ଦୁଃଖ ଦୂର କରିବା ଓ ସମସ୍ତଙ୍କୁ ସୁଖ ଦେବା ପାଇଁ ସ୍ବାଭାବିକ ଭାବେ ଚେଷ୍ଟା କରନ୍ତି। ସେ ବସ୍ତୁ, ଯୋଗ୍ଯତା ଓ ସାମର୍ଥ୍ଯକୁ ନିଜର ମନେ ନ କରି ଭଗବାନଙ୍କର ମନେ କରନ୍ତି, ଯେପରି ଗଙ୍ଗା ଜଳରେ ଗଙ୍ଗାକୁ ପୂଜା କରାଯାଏ ଓ ଦୀପ ଦେଖାଇ ସୂର୍ଯ୍ୟଙ୍କୁ ପୂଜା କରାଯାଏ, ସେହିପରି ଭକ୍ତ ଭଗବାନଙ୍କର ବସ୍ତୁ ଭଗବାନଙ୍କ ସେବାରେ ଅର୍ପଣ କରନ୍ତି,⬅️🌹*                   


                  *🌹ଶୁଭ ସକାଳ🌹*

     *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch