*ଖବର ଆଜିର* 

ତାରିଖ ୧୩/୦୩/୨୧, ଶନିବାର

୧-ଧାନ ତାତିରେ ବିଧାନ ସଭା ହୁଲସ୍ତୁଲ,‌ସାନିଟାଇଜର ଧରି ‌ବିଧାୟକ ସୁବାସ ପାଣି‌ଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ।


୨-ବାହାର ରାଜ୍ୟର କରୋନା ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ, ଗଠନ ହେଲା କରୋନା କମିଟି।ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ଯେଉଁ ଭଳି ଓଡ଼ିଶା ଉପରେ ନପଡ଼ିବ ସେନେଇ ପଦକ୍ଷେପ ନେବ ଏହି କମିଟି ।

୩-ଅଗଷ୍ଟ ୧ରେ ହେବ ନିଟ୍, ଫର୍ମାଟରେ ହେବନି ପରିବର୍ତ୍ତନ, ଅଫ୍ ଲାଇନ୍ ଓ କାଗଜ କଲମରେ ହିଁ ହେବ ପରୀକ୍ଷା।


୪-ଟାଇମସ୍‌ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗରେ କିଟ୍ ରହିଲା ୨୫୧-୩୦୦ ର‍୍ୟାଙ୍କରେ।ଏନ୍‍ଆଇଟି ରାଉରକେଲା ୨୦୧-୨୫୦ ଏବଂ ଆଇଆଇଟି ଭୁବନେଶ୍ୱର ୩୦୧-୩୫୦ ରାଙ୍କ୍‍ରେ ରହିଛନ୍ତି।


୫-ରାଜ୍ୟରେ ୧୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଲେ ସରକାର, ଭୁବନେଶ୍ବରରେ ହେବ ଫାଇଭ ଷ୍ଟାର ହୋଟେଲ।


୬-ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବବାହିନୀ।ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ।


୭-କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଜୟରାମ ଟୁଡୁ, ଚନ୍ଦ୍ରଶେଖର ‌ହୋତା ଓ ‌‌ରାମଚନ୍ଦ୍ର ନାୟକ ମନୋନୀତ।


୮-‌ଭୁବନେଶ୍ବର: ବଜ୍ରପାତ ବର୍ଷା ପାଇଁ ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ୟେଲୋ ଓ୍ବାର୍ଣିଂ। ଟିଟିଲାଗଡ଼ ଓ ମାଲକାନଗିରି ସବୁଠୁ ଉତ୍ତପ୍ତ ସହର।


୯-ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କଲେ ରାଜ୍ୟ ସରକାର, ଉପକୃତ ହେବେ ୧୭ ହଜାର ପିଲା।


୧୦-SCBକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ।


୧୧-ଖାଇବା ତେଲ ମୂଲ୍ୟରେ ନିଆଁ,୬ ମାସରେ ହେଲାଣି ଦି ଗୁଣା।


୧୨-ଅର୍ଥନୀତିରେ କରୋନା ମାଡ଼ ପରେ ଭଣ୍ଡାର ଖୋଲିଦେଲା ଆମେରିକା । ଲୋକଙ୍କୁ ବାଂଟିଦେଲେ ୧୪୦ ଲକ୍ଷ କୋଟି ଟଙ୍କା ।


 🙏ସୁପ୍ରଭାତ, ଗୁଡ଼ ମର୍ଣିଂ 🙏


ଆଜି ଫାଲଗୁନ ଅମାବାସ୍ୟା

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch