.   

    *🌻☘️🌹" ଜୀବନ ଦର୍ଶନ "🌹☘️🌻*      

           *ତାରିଖ : ୦୯/୦୩/୨୦୨୧,ମଙ୍ଗଳବାର*


*🌹➡️ଯଦି ସବୁଆଡେ ବରଫ ବିଛାଇ ହୋଇ ପଡିଥାଏ, ତେବେ ବରଫ ନିଜେ କାହା ପଛରେ ଲୁଚି ରହିବ ?ବରଫ ପଛରେ ବରଫ ଲୁଚି ରହିଲେ ମଧ୍ୟ କେବଳ ବରଫ ହିଁ ଦେଖାଯିବ,ସେହି ପରି ଯଦି ସବୁ ରୂପରେ ଏକମାତ୍ର ଭଗବାନ ହିଁ ବିଦ୍ଯମାନ, ତେବେ ସେ କିପରି, କେଉଁଠି ଓ କାହା ପଛରେ ଲୁଚି ରହିବେ ?କାରଣ କେବଳ ପରମାତ୍ମାଙ୍କ ବ୍ଯତୀତ ଅନ୍ୟ କାହାରି ସତ୍ତା ନାହିଁ, ପରମାତ୍ମାଙ୍କ ଠାରେ ଶରୀର ଓ ଶରୀରୀ ସହ ଓ ଅସତ୍ ଜଡ ଓ ଚେତନ ଈଶ୍ବର ଓ ଜଗତ, ସୁଗୁଣ ଓ ନିର୍ଗୁଣ, ସାକାର ଓ ନିରାକାର ପ୍ରଭୃତି କୌଣସି ବିଭାଗ ନାହିଁ, ସେହି ଏକରେ ହିଁ ଅନେକ ବିଭାଗ ରହିଛି, ଏବଂ ଅନେକ ବିଭାଗରେ ସେହି ହିଁ ଏକ ହିଁ ରହିଛି, ଏହା ବିବେକ ବିଚାରର ବିଷୟ ନୁହେଁ, ବରଂ ଶ୍ରଦ୍ଧା ଓ ବିଶ୍ବାସର ବିଷୟ, ତେଣୁ ସବୁକିଛି ପରମାତ୍ମା ବୋଲି ସାଧକ ଶ୍ରଦ୍ଧା ବିଶ୍ବାସ ପୂର୍ବକ ସ୍ବୀକାର କରୁ, ଦୃଢ ଭାବରେ ସ୍ବୀକାର କଲେ ସମୟାନୁକ୍ରମେ ସେହିପରି ଅନୁଭବ ହୋଇ ଯିବ।⬅️🌹*                   


                  *🌹ଶୁଭ ସକାଳ🌹*

     *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch