.  

    *🌻☘️🌹" ଜୀବନ ଦର୍ଶନ "🌹☘️🌻*     

           *ତାରିଖ : ୨୨/୦୩/୨୦୨୧,ସୋମବାର*


*🌹➡️ଯେଉଁ ସ୍ଥାନରେ ବାୟୁ ସମ୍ପୂର୍ଣ୍ଣ ନିଃସ୍ପନ୍ଦ, ସେଠାରେ ଦୀପ ରଖାଗଲେ ଯେପରି ତାହାର ଶିଖା ସାମାନ୍ୟ ବି ହଲଚଲ ହୁଏ ନାହିଁ, ସେହିପରି ଯେଉଁ ଧ୍ୟାନ ଯୋଗୀ ଯୋଗାଭ୍ଯାସ କରୁଛନ୍ତି, ସ୍ବରୂପ ଚିନ୍ତନରେ ଯାହାଙ୍କର ମନ ସ୍ଥିତ ଏବଂ ଯେ ଚିତ୍ତକୁ ନିଜର ବଶୀଭୂତ କରିଛନ୍ତି, ତାତ୍ପର୍ଯ୍ୟ ହେଲା, ଯୋଗୀଙ୍କର ଚିତ୍ତ ଏପରି ଭାବେ ସ୍ବରୂପରେ ସ୍ଥିତ ହୋଇ ଥାଏ, ଯେ, ସେଥିରେ କେବଳ ସ୍ବରୂପ ବ୍ଯତିତ ଅନ୍ୟ କୌଣସି ଚିନ୍ତନ ଆସେ ନାହିଁ।⬅️🌹*                   


                  *🌹ଶୁଭ ସକାଳ🌹*

     *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch