*💝ଆଜିର ଅନୁଚିନ୍ତା💝*

*🌷🌻ତାରିଖ :  ୦୯-୦୩-୨୦୨୧🌻🌷*


*➡️ଜୀବନ ଥିଲେ ଦୁଃଖ ବି ଅଛି, ଆଉ ଦୁଃଖ ବିନା ସୁଖର କିଛି ମାନେ ନାହିଁ । ଆସନ୍ତା କାଲି କ'ଣ ହେବ ବେଶୀ ନ ଭାବି ସାବଧାନ ରହି ହସି-ହସି ଆଗକୁ ବଢନ୍ତୁ ଦେଖିବେ ସବୁ ଠିକ୍ ହେବ । ଏ ସମୟ ବିତିଯିବ, ଈଶ୍ବରଙ୍କ ପ୍ରତି ଆସ୍ଥା ରଖନ୍ତୁ ସବୁ ତାଙ୍କରି ଲିଳା ନିଶ୍ଚୟ ଧର୍ମର ଜୟ ଏବଂ ପାପର କ୍ଷୟ ହେବ ହିଁ ହେବ । ଆପଣ ଯଦି ଠିକ୍ ଅଛନ୍ତି ତାହାଲେ ଚିନ୍ତା କାହିଁକି  ।।*


*➡️ବାସ୍ତବରେ ଏହା ହିଁ ସତ୍ୟ ଯେ ଦୁଇ ଜଣଙ୍କର ମଧୁର ସମ୍ପର୍କ କେବଳ ତୃତୀୟ ଲୋକ ପାଇଁ ହିଁ ଭାଙ୍ଗିଥାଏ ।।*


*➡️ରକ୍ତ ର ସମ୍ପର୍କ ଅପେକ୍ଷା ହୃଦୟର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ।କାହିଁକି ଜାଣନ୍ତି ? ବେଳେ ବେଳେ ବୟସର ଅପରାହ୍ନରେ ରକ୍ତ ର ସମ୍ପର୍କ ଧୋକା ଦେଇଥାଏ କିନ୍ତୁ ହୃଦୟର ସମ୍ପର୍କ ମଲା ପର୍ଯ୍ୟନ୍ତ ସମ୍ପର୍କରେ ରହିଥାଏ ।।*


*➡️ମନୁଷ୍ୟ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତାର ମନ, ଯଦି ସେହି ମନ ହିଁ ସଫା ନ ଥିବ, ତେବେ ଚମକୁଥିବା ଚେହେରାର କିଛି ମୂଲ୍ୟ ହିଁ ନ ଥାଏ ।।*


*🙏🙏ଜୟ ଜଗନ୍ନାଥ🙏🙏*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch