.
*☘️🌸🙏ଆଜିର ସୁଵିଚାର 🙏🌸☘️*
*🌹ତାରିଖ : ୦୯-୦୩-୨୦୨୧🌹*
*➡️ପିଲାଦିନେ ବାପା ମନ୍ଦିରକୁ ନେଇ ଯାଆନ୍ତି ଭିଡରେ ଠାକୁର ନ ଦିଶିଲେ ବାପା କାନ୍ଧରେ ବସାଇ ଦିଅନ୍ତି। ହେଲେ ପିଲା ଜାଣି ନଥାଏ ଯେ, ଯିଏ ତାକୁ କାନ୍ଧେଇଛି ସିଏ ହିଁ ତାର ଅସଲ ଠାକୁର ବୋଲି।*
*➡️ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ଜବାବ୍ ଦିଅନ୍ତୁ ନାହଁ।*
*➡️କୌଣସି ଗୁରୁଜନ ଲୋକଙ୍କୁ ବାମ ହାତ ରେ କିଛି ଦିଅନ୍ତୁ ନାହିଁ। ଏହା ମୂର୍ଖତା ର ପରିଚୟ ଅଟେ।*
*➡️ଯଦି କେହି ଗୁରୁଜନ ଛିଡ଼ା ହୋଇଛନ୍ତି,ତୁମେ ଚୌକିରୁ ଉଠି ସେମାନଙ୍କୁ ବସିବାକୁ ଦିଅନ୍ତୁ।*
*➡️ବାପାଙ୍କ ସହ କେବେ ଉଛ ସ୍ଵରରେ କଥା ହୁଅନ୍ତୁ ନାହିଁ। ନହେଲେ ତୁମ ଉପରେ ଥିବା ବିଶ୍ୱାସ ତାଙ୍କ ମନରୁ ତୁଟିଯିବ।*
*➡️ଖାଇବା ସମୟରେ ଖାଇସାରି ଆଗ ଉଠିକି ଯାଆନ୍ତୁ ନାହିଁ। ଆଗ ଗୁରୁଜନଙ୍କୁ ଉଠିବାକୁ ଦିଅନ୍ତୁ।*
*☘️🌸🙏ଜୟ ଜଗନ୍ନାଥ🙏🌸☘️*
Comments
Post a Comment