*💌ଆଜିର ସାଧୁବାଣୀ💌*
*🕸️ତାରିଖ : ୨୨-୦୩-୨୦୨୧🕸️*
➖➖➖➖➖➖➖➖➖➖➖
*🏮କୌଣସି ନିର୍ଧନ ବ୍ୟକ୍ତି , ରୋଗୀ କିମ୍ବା ଅଭାବଗ୍ରସ୍ତ ଲୋକଙ୍କୁ ଅର୍ଥଦାନ କରିବା ଦ୍ଵାରା ସବୁବେଳେ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।*
*🏮ଯେ କୌଣସି ଶୁଭ ଦିନରେ ବାଦୁଡି ରହୁଥିବା ଗଛରୁ ଡାଳ ଖଣ୍ଡେ ଆଣି ଘରେ ଲୁଚାଇ କରି ରଖିଲେ ଧନ ବୃଦ୍ଧି ହୋଇଥାଏ ।*
*🏮ଘରେ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଦକ୍ଷିଣାବର୍ତି ଶଙ୍ଖରେ ଚାଉଳ ଏବଂ ଗୋଲାପ ପାଖୁଡା ରଖିବା ଦ୍ଵାରା ଧନ ପ୍ରାପ୍ତି ଯୋଗ ସୃଷ୍ଟି ହୋଇଥାଏ ।*
*🏮କୌଣସୀ ଶୁଭଦିନରେ ଅଭାବଗ୍ରସ୍ତ ଲୋକଙ୍କୁ ଅଟା , ଚାଉଳ କିମ୍ବା ଧଳାବସ୍ତ୍ର ଦାନ କରିବାଦ୍ବାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।*
*🏮ଏଗାରଟି ଗୁଆକୁ ହଳଦିଆ କପଡାରେ ବାନ୍ଧି ରୋଷେଇ ଘରର ପୁର୍ବ କୋଣରେ ରଖିଲେ ଘରେ କେବେ ଅନ୍ନ ଏବଂ ଧନର ଅଭାବ ହୁଏ ନାହିଁ ।*
*🏮ଯଦି ଅମୃତ ବେଳାରେ ପଶ୍ଚିମକୁ ମୁହଁ କରି ଖୋଲା ଜାଗାରେ ହାତ ଆକାଶକୁ ଉଠାଇ ଲକ୍ଷ୍ମୀଙ୍କୁ ସ୍ମରଣ କଲେ ଏବଂ ହାତକୁ ମୁହଁରେ ଲଗାଇଲେ କିଛି ଦିନ ମଧ୍ୟରେ ଧନପ୍ରାପ୍ତି ହୋଇଥାଏ ।*
*🔘ଜୟ ଜଗନ୍ନାଥ🔘*
Comments
Post a Comment