.

  *☘️🌸🙏ଆଜିର ସାଧୁବଣୀ 🙏🌸☘️*

          *🌹ତାରିଖ : ୦୯-୦୩-୨୦୨୧🌹*


*➡️ଭୋଜନ ଘର ର ଉତ୍ତର ଦିଗ କାନ୍ଥରେ ଦୁଇଟି ମାଛ ର ଚିତ୍ର କିମ୍ବା ମାଛ ର ମୁର୍ତ୍ତୀ ରଖନ୍ତୁ l ଶରୀର ସୁସ୍ଥ ରହିବା ସହିତ ଆଶାନ୍ତି ଦୂର ହେବ !!*


*➡️ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ l ନାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ !!*


*➡️ଘରେ ଯଦି ଅଭାବ ଲାଗି ରହୁଥାଏ- ଏକ ଛୋଟ ପିତ୍ତଳ ଢାଳ ରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘର ର ପଶ୍ଚିମ ପାଖରେ ରଖି ମୁଣ୍ଡିଆ ମାରନ୍ତୁ !!*


*➡️ପୂଜା କରିବା ବେଳେ ପୁରୁଷ ମାନେ ମା'ଦୁର୍ଗାଙ୍କ ଫଟୋ ବା ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍ ନୁହେଁ- ନାରୀମାନେ ହନୁମାନଙ୍କ ଫଟୋ ବ ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍ ନୁହେଁ !!*


*➡️ଗଧୋଇବା ପରେ ପାଲଟା ଲୁଗାରୁ ଝରୁଥିବା ପାଣି କୌଣସି ବ୍ୟକ୍ତି ଉପରେ ପଡିଲେ ଅମଙ୍ଗଳ ହୋଇଥାଏ l ଏଥିପ୍ରତି ସତର୍କ ହେବ ଆବଶ୍ୟକ !!*


*➡️ଘର ର କବାଟ ଓ ଝରକା ଉପରେ ପାଲଟା ଲୁଗା ଏବଂ ଗାମୁଛା ରଖନ୍ତୁ ନାହିଁ !!*


     *☘️🌸🙏ଜୟ ଜଗନ୍ନାଥ🙏🌸☘️*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch