Posts

SSY: ଏହି ଝିଅଙ୍କୁ ମିଳିବନି ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ; ଜାଣନ୍ତୁ କାହିଁକି...

Image
 Sukanya Samriddhi Yojana: ପିତାମାତାଙ୍କ ପାଇଁ ଜରୁରୀ ଖବର। ଝିଅ ନାଁରେ ଯଦି ଖୋଲିଛନ୍ତି ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ତେବେ ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ମିଳିବନି ଲାଭ… Sukanya Samriddhi Yojan: ସରକାର ଝିଅମାନଙ୍କ ପାଇଁ ଅନେକ ଯୋଜନା ପରିଚାଳ କରୁଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ଏଥିପାଇଁ ପିତାମାତା ସେମାନଙ୍କ ଝିଅଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିପାରିବେ। ଯାହାର ଲାଭ ଝିଅଙ୍କୁ ୨୧ ବର୍ଷ ହେବା ପରେ ମିଳିବ। ଏଥିସହ ଅନେକ ସୁବିଧା ମଧ୍ୟ ମିଳିଥାଏ। ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ପାଇଁ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଯେଉଁଠାରେ ଝିଅମାନେ ୨୧ ବର୍ଷ ବୟସରେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହା ଏକ ସଞ୍ଚୟ ଯୋଜନା, ଯେଉଁଥିରେ ୮.୨ ସୁଧ ହାର ଉପଲବ୍ଧ। ଏହି ସ୍କିମ୍ ମାଧ୍ୟମରେ ଆପଣ ୨୫୦ ରୁ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ସୁକନ୍ୟା ଆକାଉଣ୍ଟ କେବଳ ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଖୋଲାଯାଇପାରିବ। ଏଥିରେ କେବଳ ଗୋଟିଏ ଖାତା ଝିଅ ପାଇଁ ଖୋଲାଯାଇପାରିବ। ଅନେକ ଲୋକ ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଭଲ ପରିମାଣର ଅର୍ଥ ବିନିଯୋଗ କରନ୍ତି କାରଣ ଏହା ବହୁତ ଭଲ ସୁଧ ଦେଇଥାଏ। ସୁକନ୍ୟା ସମୃଦ୍ଧି ଯୋଜନାରେ ପୁଞ୍ଜି ବିନିଯୋଗ ଆରମ୍ଭ କରିବା ପରେ ଯେତେବେଳେ ଝିଅକୁ ୧୮ ବର୍ଷ ବୟସ ହୁଏ, ସରକାର ଆପଣଙ୍କୁ ସେହି ଆକାଉଣ୍ଟର...

କେନ୍ଦ୍ର ସରକାରଙ୍କ ବଡ଼ ସ୍କିମ, ମାଗଣା ସାଇକେଲ ପାଇଁ ମିଳିବ ଏତିକି ଟଙ୍କା! ପାଦରେ ଚାଲିବେନି କେହି ।

Image
Govt Scheme: ଯଦି ଆପଣ ବି ମାଗଣା ସାଇକେଲର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ବାବଦରେ ତଳ ପୋଷ୍ଟକୁ ପଢ଼ନ୍ତୁ । Free Cycle Yojona: ଦେଶର ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରେ ସରକାରଙ୍କ ନୂତନ ମାଗଣା ସାଇକେଲ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଯଦି ଆପଣ ଜଣେ ଭାରତୀୟ ନାଗରିକ ଓ ଶ୍ରମିକ, ତେବେ ସରକାରଙ୍କ ମାଗଣା ସାଇକେଲ ଯୋଜନା ବର୍ତ୍ତମାନ ଆପଣଙ୍କ ପାଇଁ ଆରମ୍ଭ ହୋଇଛି। ବର୍ତ୍ତମାନ ଆପଣ ସରକାରୀ ଯୋଜନା ଅଧୀନରେ ଏକ ସାଇକେଲ ପାଇପାରିବେ । Free Cycle Scheme: ଏହି ଯୋଜନାରେ ସରକାର ସାଇକେଲ କିମ୍ବା ସାଇକେଲ୍‌ ବାବଦକୁ ୩୦୦୦ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଅନଲାଇନ୍‌ରେ ଆବେଦନ କରି ପାରିବେ । ଆଜି ଆମେ ଆପଣଙ୍କୁ କହିବୁ କିଭଳି ଆପଣ ସମ୍ପୂର୍ଣ୍ଣ ମାଗଣାରେ ସାଇକେଲ୍‌ ଖଣ୍ଡିଏ ପାଇ ପାରିବେ । Free Cycle Yojona: ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା କେନ୍ଦ୍ର ସରକାର ସମୟ ସମୟରେ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଶ୍ରମିକମାନଙ୍କୁ ସେମାନଙ୍କ ସମସ୍ୟା ପାଇଁ ଯୋଜନାର ଲାଭ ଦିଆଯିବ । ସେହି ସମସ୍ତ ଶ୍ରମିକ ଯେଉଁମାନେ ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି କିମ୍ବା NREGA ରେ କାମ କରନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟାକୁ ବିସ୍ତୃତ ଭାବରେ ବୁଝ...

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch

Image
  Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch Name of the Post:   Indian Airforce Agniveer Vayu Intake (01/2025) Online Form Post Date :  03-01-2024 Brief Information :  Indian Airforce   has given  a Notification for the recruitment of Agniveer Vayu Intake (01/2025) Vacancy under Agnipath Scheme for Unmarried Indian Male & Female Candidates. Those Candidates who are interested in the vacancy details & completed all eligibility criteria can read the Notification & Apply Online.                             Application Fee Examination Fee: Rs. 550/- plus GST Payment Mode: Through Online by using Debit Cards/ Credit Cards/Internet Banking Important Dates Starting Date for Apply Online & Payment of fee:  17-01-2024  Last Date for Apply Online & Payment of fee:  06-02-2024 Date of Phase I Onlin...

ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)ରାଶି ଫଳ

  ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ- ଶୁକ୍ଲପକ୍ଷ* *ତିଥି- ଷଷ୍ଠୀ ରାତ୍ରି ଘ୦୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ସପ୍ତମୀ* *ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୭/୧୩ ପର୍ଯ୍ୟନ୍ତ  ତଦନ୍ତେ ଉତ୍ତରଭାଦ୍ର*  *ଚନ୍ଦ୍ର-ମୀନ* *ଯୋଗ- ପରିଘ* *କରଣ - କୌଳବ* *ସୌରମାସ- ମକର ୦୨ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୯* *✧═════•❁❀ *ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ବାୟବ୍ୟେ* *ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* *ଧନୁ ରାଶିର ଘାତଚନ୍ଦ୍ର*  *ମକର ରାଶି ର ଘାତବାର* ✧═════•❁❀❁•═══ *କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୪୩ ମଧ୍ୟେ* *ବାରବେଳା - ଦିବା ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା    ଘ୦୯/୧୫  ଗତେ ଘ୧୧/୧୭ ମଧ୍ୟେ ଓ  ଘ୦୨/୪୪  ଗତେ ଘ୦୩/୩୬ ମଧ୍ୟେ ଓ ଘ୦୪/୦୫ ଗତେ ଘ୦୫/୨୫ ମଧ୍ୟେ* *ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═════✧ *ଅଦ୍ୟ  ନିମ୍ବ  ଭକ୍ଷଣ  ନିଷେଧ* *═✧*══•❁❀❁•═════✧ *✧═════•❁❀❁•═════✧*   *🌼🌹꧁ ଆଜିର ରାଶିଫଳ꧂🌹🌼*      ...

ଦଶମ Board ରେ ଭଲ Reselt ପାଇବା ପାଇଁ ପଢନ୍ତୁ ମାଟ୍ରିକ ମନ୍ତ୍ର for 10th Class

Image
10th ଦଶମ ଶ୍ରେଣୀ  ର ପିଲା ଙ୍କ ପାଇଁ ଖୁସି ଖବର  ଏଣିକି   ମାଟ୍ରିକ ରେ ଭଲ Ruselt ପାଇବା ପାଇଁ ମାଟ୍ରିକ ମନ୍ତ୍ର ଖବର କାଗଜ କିଣିବା ଦରକାର ନାହିଁ ।ନିଜ ମୋବାଇଲ ରେ Free ରେ ଖବର କାଗଜ Download  କରି ପଢି ପରିବେ ।  ଆମର Telegram  Group ରେ join ହେବା ପାଇଁ  ତଳେ ଥିବା link ରେ Click କରି Group re join ହେଇ  Download  କରନ୍ତୁ ।     Click  & Download  :  ମାଟ୍ରିକ ମନ୍ତ୍ର for  10th Class ଗ୍ରୁପ ରେ joinହେବା ପାଇଁ   ତଳେ ଥିବା  QR code କୁ Scan  କରନ୍ତୁ   

ଶୀତ ଦିନ ରେ ଉପକାରୀ ରସୁଣ

Image

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Image
ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ', ୯୦% ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ବନ୍ଧୁଗଣ ମୁ  ଶିବ ପ୍ରସାଦ ସାହୁ  ଆପଣ ମାନ ଙ୍କୁ BSKY Card ବିଷୟ ରେ କିଛି କହିବାକୁ  ଚାହୁଁଚି।  ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ତୃତୀୟ ପର୍ଯ୍ୟାୟରେ ‘ନବୀନ କାର୍ଡ’ର ଶୁଭାରମ୍ଭହୋଇଛି। ରାଜ୍ୟ ସରକାର ବିଏସ୍‌କେୱାଇରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ତୃତୀୟ ପର୍ଯ୍ୟାୟରେ ବିଏସ୍‌କେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କ୍ୟାସ୍‌ଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ  ବିଏସ୍‌କେୱାଇ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏଥିରେ ସାମିଲ ହେବେ। ସମସ୍ତେ ନୂଆ ବିଏସ୍‌‌କେୱାଇ-ନବୀନ କାର୍ଡ ପାଇବେ। ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସବିଧା ସମସ୍ତ ଙ୍କୁ  ମିଳିବ।  ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରାଜ୍ୟର ୧ କୋଟି ୧୦ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦% ଉପକୃତ ହେବେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ- ନବୀନ କାର୍ଡ ଜରିଆରେ...

ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର

*🌄ସକାଳର ଖବର, ୩୧-ଡିସେମ୍ବର-୨୦୨୩, ରବିବାର* ➡️ ୧ -ଶ୍ରୀରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ନୂଆ ରୂପରେ ସଜେଇ ହୋଇଛି ଅଯୋଧ୍ୟା l ଅତ୍ୟାଧୁନିକ ବିମାନବନ୍ଦର, ରେଳଷ୍ଟେସନ ର ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ➡️୨ -ବଢିଲା ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ସୁବିଧା, ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ, ରାଜ୍ୟ ବାହାରର ସରକାରୀ ଅନୁଷ୍ଠାନ ମଧ୍ୟ ହେଲା ସାମିଲ l ➡️ ୩ -ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଲା ଶିକ୍ଷା ବିଭାଗ। ➡️ ୪ -ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏସି ସେଡ୍‌, ବ୍ୟାରିକେଡିଂ l ➡️ ୫ -ଇଂରାଜୀ ନୂଆବର୍ଷ ସୋମବାର ପଡୁଥିବାରୁ ଖୋଲା ରହିବ ନନ୍ଦନକାନନ। ଏହାଦ୍ୱାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସି ବୁଲିପାରିବେ ଓ ଉପଭୋଗ କରିପାରିବେ। ➡️ ୬ -୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ l ଏ ନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ➡️ ୭ -ଡିଜିପି ଦାୟିତ୍ବରେ ଅରୁଣ ଷଡ଼ଙ୍ଗୀ l ସୁନୀଲ ବଂଶଲଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ପୁଲି...

ଆଜି ର ରାଶିଫଳ ତା- ୩୧/୧୨/୨୦୨୩

Dt- 31/12/23 Sunday ଆପଣାମାନଙ୍କ ଦିନ  ଟି ଆଜି କେମିତି କାଟିବ ସେ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି କି ? ମୁ SIBAPRASAD  ଆଜି ର ରାଶି ଫଳ ବିଷୟ ରେ କହୁଛି। *🌹🌼👉ମହାବୀର ପଞ୍ଜିକା👈🌼🌹*  *✧═════•❁❀❁•═════✧*     * ଅଦ୍ୟ ଡିସେମ୍ବର ମାସ ୩୧ ତାରିଖ ୨୦୨୩ ମସିହା(ରବିବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ଚତୁର୍ଥୀ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ପଞ୍ଚମୀ* *ନକ୍ଷତ୍ର- ମଘା* *ଚନ୍ଦ୍ର-ସିଂହ* *ଯୋଗ- ପ୍ରୀତି* *କରଣ - ବାଳବ* *ସୌରମାସ- ଧନୁ ୧୬ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୦୯* *✧═════•❁❀ *ଯୋଗିନୀ ନୈରୁତେ ଦିବା ଘ୧୧/୫୬ ପର୍ଯ୍ୟନ୍ତ  ତଦନ୍ତେ ଦକ୍ଷିଣେ*  *ପଞ୍ଚମୀର ପାର୍ବଣ ଶ୍ରାଦ୍ଧ*  *ମେଷ ରାଶି ର ଘାତବାର* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୧୦/୨୮ ଗତେ ଘ୦୧/୧୧ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୩ ଗତେ ଘ ୦୯/୩୭ ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ ୦୯/୧୫ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୫୦ ଗତେ ଘ ୦୫/୧୫ ମଧ୍ୟେ* ═✧*══•❁❀❁•═════✧ *ଅଦ୍ୟ ମୂଳା ଦିବା ଘ ୧୧/୫୬ ଗତେ ବେଲ ଭକ୍ଷଣ  ନିଷେଧ* *═✧*══•❁❀❁•═...

ଆଜି ର ସକାଳ ନ୍ଯୁଜ dt-30/12/23

  *╭─────────────────────╮* * 🌄ସକାଳର ଖବର, ୩୦-ଡିସେମ୍ବର-୨୦୨୩, ଶନିବାର* *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ କରିବେ ପ୍ରବେଶ । ➡️୨-ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉଁ ମୂତି ପୂଜା ପାଇବେ ଏନେଇ ଆଜି ହେବ ମତଦାନ । ନିର୍ମାଣ ହୋଇଛି ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି । ➡️୩-ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ୩୯୯ ଓସିଏସ୍‌ ପଦବୀ l ଜାନୁୟାରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ l ଏନେଇ ଗତକାଲି ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ➡️୪-୪୮୨ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷମମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ➡️୫-ଏଣିକି ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି, ତିଆରି କରିବ BMC । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଲେ ଭୁବନେଶ୍ୱର ମେୟର । ➡️୬-୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟ...

ଆଜି ର ରାଶିଫଳ ତା- ୩୦/୧୨/୨୦୨୩

 * ଅଦ୍ୟ ଡିସେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଶନିବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ତୃତୀୟା ଦିବା ଘ୦୯/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ* *ନକ୍ଷତ୍ର- ଅଶ୍ଳେଷା* *ଚନ୍ଦ୍ର-କର୍କଟ* *ଯୋଗ- ବିସ୍କୁମ୍ଭ* *କରଣ - ଵିଷ୍ଟି* *ସୌରମାସ- ଧନୁ ୧୫ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୨୯* *✧═════•❁❀ *ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୩୬ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*  *ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*  *ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର* ✧═════•❁❀❁•═══ *କାଳବେଳା -ଦିବା ଘ୦୭/୪୬ ମଧ୍ୟେ ଓ ଦିବା ଘ୦୩/୫୫ ଗତେ ଘ୦୫/୧୫ ମଧ୍ୟେ* *ବାରବେଳା - ଦିବା ଘ୧୨/୦୪ ଗତେ ଘ୦୨/୩୬ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୮/୦୩ ଗତେ ଘ ୧୦/୨୭ ମଧ୍ୟେ ଓ ଘ୦୨/୩୬ଗତେ ଘ ୦୩/୫୪ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୬ଗତେ ଘ ୦୨/୫୪ ମଧ୍ୟେ* ═✧*══•❁❀❁•════ *✧═════•❁❀❁•═════✧*   *🌼🌹꧁ ଆଜିର ରାଶିଫଳ꧂🌹🌼*         *✧═════•❁❀❁•═════✧* *🌹 ମେଷ 🌹👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ...

Today Short Odia News

*╭─────────────────────╮* *🌄ସକାଳର ଖବର, ୨୯-ଡିସେମ୍ବର-୨୦୨୩, ଶୁକ୍ରବାର * *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୨୪୭୩ ମେଡିକାଲ ଅଫିସର l କଳିଙ୍ଗ ଷ୍ଟାଡିୟମରେ ନୂତନ ଡାକ୍ତରଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ➡️୨-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ। ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ➡️୩-ଆସନ୍ତାକାଲି ଅପରାହ୍ନରେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହା ସହ ଶ୍ରୀ ମୋଦୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ମଧ୍ୟ କରିବେ ଶୁଭାରମ୍ଭ । ➡️୪-ଜାନୁଆରି ୧ ତାରିଖରୁ ରାଜ୍ୟର ସମସ୍ତ ପିଡିଏସ୍‌ କେନ୍ଦ୍ରକୁ ବନ୍ଦ ପାଇଁ ଧମକ ଦେଲା ପିଡିଏସ୍‌ ଡିଲର ଫେଡରେସନ୍‌ର ଓଡ଼ିଶା ୟୁନିଟ। ରାଜ୍ୟରେ ଥିବା ସମସ୍ତ ପିଡିଏସ୍‌ ଡିଲରଙ୍କର ୩୦ ମାସର ବକେୟା, କୋଭିଡ୍‌ ସମୟର ବକେୟା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ହେବ ଏହି ଆନ୍ଦୋଳନ l ➡️୫-ଦୂରଦର୍ଶନର ପୂର୍ବତନ ପୋଗ୍ରାମ ଏକ୍ସୁକେଟିଭ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଗତକାଲି ଅପରାହ୍ନ ୪.୪୫ରେ ହେଲା ପରଲୋକ l ଦଧୀଚି ବିମାନରେ ତାଙ୍କ ମୃତ ଶରୀରକୁ ଏସିବି ମେଡିକାଲ୍‌ କଲେଜକୁ ନିଆଯାଇ କରାଗଲା ଦାନ l ➡️୬-...

ଆଜି ର ରାଶିଫଳ

ନମସ୍କାର ବନ୍ଧୁଗଣ, ମୋର ନାମ SIBA PRASAD SAHOO ଏବଂ ଆଜି ଏହି ଆର୍ଟିକିଲରେ ମୁଁ ଆପଣଙ୍କୁ ଆଜି ର ରାଶି ଫଳ ଵିଷୟ ରେ କହିବାକୁ ଯାଉଛି । * 🌹🌼👉ମହାବୀର ପଞ୍ଜିକା👈🌼🌹*  *✧═════•❁❀❁•═════✧*     * ଅଦ୍ୟ ଡିସେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୫*  *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୧* *ସମ୍ବତ୍ସର-ପିଙ୍ଗଳ* *ପୌଷମାସ-କୃଷ୍ଣପକ୍ଷ* *ତିଥି- ଦ୍ଵିତୀୟା ଦିବା ଘ୦୭/୫୧ ପର୍ଯ୍ୟନ୍ତ  ତଦନ୍ତେ ତୃତୀୟା* *ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୩/୪୬ ପର୍ଯ୍ୟନ୍ତ  ତଦନ୍ତେ ଅଶ୍ଳେଷା* *ଚନ୍ଦ୍ର-କର୍କଟ* *ଯୋଗ- ବୈଧୃତି* *କରଣ - ଗର* *ସୌରମାସ- ଧନୁ ୧୪ ଦିନ* *✧═════•❁❀❁•════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୪* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୯* *✧═════•❁❀ *ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ ପର୍ଯ୍ୟନ୍ତ  ତଦନ୍ତେ ଅଗ୍ନିକୋଣେ*  *ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*  *ବିଛା,ଧନୁ ଓ ମୀନ ରାଶି ର ଘାତବାର* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୯/୦୬ ଗତେ ଘ୧୧/୫୦ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୩ ମଧ୍ୟେ ଓ  ଘ୦୮/୦୦ ଗତେ ଘ ୦୯/୦୬ ମଧ୍ୟେ ଓ  ଘ୧୨/୫୦ଗତେ ଘ ୦୪/୦୧ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═════✧ *ଅଦ୍ୟ ପୋଟଳ ଭକ୍ଷଣ ...

Jio Ra New Recharge Plan

Image
JIO ରେ ସବୁଠୁ କମ ଦାମ ରେ କ'ଣ ରିଚାର୍ଜ Plan ଅଛି ଚାଲନ୍ତୁ ଦେଖିବା । ନମସ୍କାର ବନ୍ଧୁଗଣ, ମୋର ନାମ SIBA PRASAD SAHOO  ଏବଂ ଆଜି ଏହି ଆର୍ଟିକିଲରେ ମୁଁ ଆପଣଙ୍କୁ JIO ର ସଵୁଠୁ କମ୍ ଦାମ୍ ରେ ପୁରା 30 ଦିନ ର Recharge Plan ଵିଷୟ ରେ କହିବାକୁ ଯାଉଛି ଯେହେତୁ ଆପଣ ଜାଣିଛନ୍ତି କି ଆପଣ ଓଡ଼ିଶାରେ ରହି ଏକ Jio Ra Network  used କରୁଛନ୍ତି ହେଲେ  ତାର Recharge  Plan ଜାଣିନାହଁ  ଚାଲନ୍ତୁ plan ବିଷୟ ରେ କିଛି ଜାଣିଵା । 1. Plan - 209 2. Plan - 179 3.Plan -149
 _*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁*🍁 _*ତାରିଖ - ୦୮:୦୪:୨୦୨୧ (ଗୁରୁବାର)*_ **********************************  ➡️         _*ଧୋର୍ଯ୍ଯ*_            *ମଣିଷକୁ ଉନ୍ନତି କରେ*                   _*ମିଛ*_           *ମଣିଷକୁ ବିନାଶ କରେ ।*                                                                                 *➡️ଜୀବନ ଏକ ନଉକାପରି କେବେ ଏ ପାରି କେବେ ସେ ପାରି ସୁଖଦୁଃଖର ଦୁଇଟି କୂଳ ହସଲୁହତ ଭାଗ୍ଯରଖେଳ ।*  *➡️ଜୀବନରେ  ଯେତେବି ଉଚ୍ଚ ସ୍ଥାନକୁ ଯାଅ  ନା କାହିଁକି କିନ୍ତୁ ସବୁବେଳେ ନିଜର ସାଳିନତା ସବୁ ସ୍ଥାନରେ ବଜାୟ ରଖିବାକୁ ଚେଷ୍ଟା କରିବା ।*     *➡️କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ l ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଓ ବିପଦକୁ...
 🌹 ଗପଟିଏ......... 🌛ଜହ୍ନମାମୁଁ ପୃଷ୍ଠାରୁ 🌹* March 22, 2021       *🌻" ବେତାଳ ଗୁପ୍ତ ରହଣୀ "🌻* ꧁ঔৣ💝©ଛାୟା©💝ঔৣ꧂       *· · • • • • • • ✤ • • • • • • · ·*    ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ କର୍ମ ଦେଖି ଚିତ୍ରରଥ ଲାଗି ରଖିଥିବା ସୁସ୍ୱାଦୁ ଖାଦ୍ୟଦ୍ରବ୍ୟକୁ ଭକ୍ଷଣ କରି ବିଭିନ୍ନ ପାତ୍ରରେ ପଚାପାଣି ରଖିଲେ । ତା’ପରେ କ’ଣ ଘଟିବ ଅପେକ୍ଷାରେ ରହିଲେ । ଚିତ୍ରରଥ ଗନ୍ଧର୍ବ ଏହି ସମୟରେ ପ୍ରବେଶିଲା । କମଳିନୀ ତା’ର କରଧରି ତାକୁ ଘେନିଗଲା । ଜଳରେ ପଦରଖି ଧୋଇଦେଲା । ନିଜ ହସ୍ତରେ କମଳିନୀ ତାକୁ ଖୁଆଇ ଦେଲା । ଗନ୍ଧର୍ବ ଥୁ ଥୁ କରି ପାଟିରୁ ପକାଇ ଦେଲା । କହିଲା ଆଲୋ ଚଣ୍ଡାଳୁଣୀ ମୋ ମୁଖରେ ବିଷ୍ଠା ଭରି ଦେଲୁ । ଚିତ୍ରରଥ ଗନ୍ଧର୍ବର କଥା ଶୁଣି କମଳିନୀ ଚକିତ ହେଲା । ଚିତ୍ରରଥ ଜଳପାନ କରିବାକୁ ଉଦ୍ୟମ କରନ୍ତେ ତାହା ଘୋଡା ମୂତ ପରି ଲାଗିଲା । ଘୃଣାରେ ସମସ୍ତ ଦ୍ରବ୍ୟ ଗନ୍ଧର୍ବ ବର୍ଜନ କଲା । ଚିତ୍ରରଥ ତାମ୍ବୁଳ ଖା...
 *💌ଆଜିର ସାଧୁବାଣୀ💌* *🕸️ତାରିଖ : ୨୨-୦୩-୨୦୨୧🕸️* ➖➖➖➖➖➖➖➖➖➖➖ *🏮କୌଣସି ନିର୍ଧନ ବ୍ୟକ୍ତି , ରୋଗୀ କିମ୍ବା ଅଭାବଗ୍ରସ୍ତ ଲୋକଙ୍କୁ ଅର୍ଥଦାନ କରିବା ଦ୍ଵାରା ସବୁବେଳେ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।* *🏮ଯେ କୌଣସି ଶୁଭ ଦିନରେ ବାଦୁଡି ରହୁଥିବା ଗଛରୁ ଡାଳ ଖଣ୍ଡେ ଆଣି ଘରେ ଲୁଚାଇ କରି ରଖିଲେ ଧନ ବୃଦ୍ଧି ହୋଇଥାଏ ।* *🏮ଘରେ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଦକ୍ଷିଣାବର୍ତି ଶଙ୍ଖରେ ଚାଉଳ ଏବଂ ଗୋଲାପ ପାଖୁଡା ରଖିବା ଦ୍ଵାରା ଧନ ପ୍ରାପ୍ତି ଯୋଗ ସୃଷ୍ଟି ହୋଇଥାଏ ।* *🏮କୌଣସୀ ଶୁଭଦିନରେ ଅଭାବଗ୍ରସ୍ତ ଲୋକଙ୍କୁ ଅଟା , ଚାଉଳ କିମ୍ବା ଧଳାବସ୍ତ୍ର ଦାନ କରିବାଦ୍ବାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।* *🏮ଏଗାରଟି ଗୁଆକୁ ହଳଦିଆ କପଡାରେ ବାନ୍ଧି ରୋଷେଇ ଘରର ପୁର୍ବ କୋଣରେ ରଖିଲେ ଘରେ କେବେ ଅନ୍ନ ଏବଂ ଧନର ଅଭାବ ହୁଏ ନାହିଁ ।* *🏮ଯଦି ଅମୃତ ବେଳାରେ ପଶ୍ଚିମକୁ ମୁହଁ କରି ଖୋଲା ଜାଗାରେ ହାତ ଆକାଶକୁ ଉଠାଇ ଲକ୍ଷ୍ମୀଙ୍କୁ ସ୍ମରଣ କଲେ ଏବଂ ହାତକୁ ମୁହଁରେ ଲଗାଇଲେ କିଛି ଦିନ ମଧ୍ୟରେ ଧନପ୍ରାପ୍ତି ହୋଇଥାଏ ।*                  *🔘ଜୟ ଜଗନ୍ନାଥ🔘*
 Headlines in English March 22, 2021 by ꧁ঔৣ💝©ଛାୟା©💝ঔৣ꧂ *Shuboudhay🙏* *Today's top news: 22 Mar* 1. *President Ram Nath Kovind on Sunday called for enhanced participation of women in the field of science and technology.* Prez. while addressing the 18th convocation of the National Institute of Technology (NIT), Rourkela.   2. *Northern Railway's general manager Ashutosh Gangal said, in anticipation of a huge rush Northern Railway will run 18 pairs of additional trains between March 21 and March 31.* He said, 18 pairs of puja special trains have also been extended. 3. *The number of states who have successfully completed the “Ease of Doing Business” reforms has reached to twenty.* States completing Ease of Doing Business reforms are eligible for addtional borrowing of 0.25 percent of Gross State Domestic Product (GSDP). 4. The ease of doing business is an important indicator of the investment friendly business climate in the country. Improvements in the ease of doing bus...
 *ଖବର ଆଜିର* ତାରିଖ ୨୨-୦୩-୨୦୨୧/ ସୋମବାର ୧-ମହିଳା ବ୍ଲାକ୍‌ମେଲର୍‌ଙ୍କ ପାଲରେ ଓଡ଼ିଆ ଯୁବକ, ଦିଲ୍ଲୀରୁ ଆସୁଛି ଫ୍ରେଣ୍ଡ୍ ରିକୁଏଷ୍ଟ୍; କ୍ରାଇମ୍‌ବ୍ରାଞ୍ଚ୍‌ର ହାଇଆଲର୍ଟ ୨-ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଫାଇନାଲ୍ ମୁକାବିଲାରେ ଭାରତୀୟ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ପରାସ୍ତ କରି ଟ୍ରଫି ହାସଲ କରିଛି ।  ୩-ରାଉରକେଲା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ : ଶିକ୍ଷା, ସ୍ବାସ୍ଥ୍ୟ ସୁଶାସନର ଆଧାର: ରାଷ୍ଟ୍ରପତି । ୪-ଆଜି କୋଣାର୍କ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି , ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି : ଯାତ୍ରୀନିବାସ ରେ କରିବେ ସମ୍ପୂର୍ଣ୍ଣ ଓଡ଼ିଆ ଭୋଜନ । ୫--ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଆରମ୍ଭ ହେବ ‘କ୍ୟାଚ୍‍ ଦ ରେନ୍‍’ ଅଭିଯାନ । ୬-ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ । ୭-ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ମୋ କଲେଜ ଅଭିଯାନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କଲେ । ପ୍ରତି କଲେଜ୍‌କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ୮-ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବାର ସମୟ ଆସି ପହଞ୍ଚିଛି।  ୯-କୋହିନୁର ଓ ରାଧାରମଣ ପଞ୍ଜିକାକୁ ପଣ୍ଡିତସଭାର ସ୍ବୀକୃତି ୧୦-ଶୁଭେନ୍ଦୁ ଅଧିକାରୀଙ୍କ ପିତା ବିଜେପିରେ ସାମିଲ: ପ...
 .       *🌻☘️🌹" ଜୀବନ ଦର୍ଶନ "🌹☘️🌻*                 *ତାରିଖ : ୨୨/୦୩/୨୦୨୧,ସୋମବାର* *🌹➡️ଯେଉଁ ସ୍ଥାନରେ ବାୟୁ ସମ୍ପୂର୍ଣ୍ଣ ନିଃସ୍ପନ୍ଦ, ସେଠାରେ ଦୀପ ରଖାଗଲେ ଯେପରି ତାହାର ଶିଖା ସାମାନ୍ୟ ବି ହଲଚଲ ହୁଏ ନାହିଁ, ସେହିପରି ଯେଉଁ ଧ୍ୟାନ ଯୋଗୀ ଯୋଗାଭ୍ଯାସ କରୁଛନ୍ତି, ସ୍ବରୂପ ଚିନ୍ତନରେ ଯାହାଙ୍କର ମନ ସ୍ଥିତ ଏବଂ ଯେ ଚିତ୍ତକୁ ନିଜର ବଶୀଭୂତ କରିଛନ୍ତି, ତାତ୍ପର୍ଯ୍ୟ ହେଲା, ଯୋଗୀଙ୍କର ଚିତ୍ତ ଏପରି ଭାବେ ସ୍ବରୂପରେ ସ୍ଥିତ ହୋଇ ଥାଏ, ଯେ, ସେଥିରେ କେବଳ ସ୍ବରୂପ ବ୍ଯତିତ ଅନ୍ୟ କୌଣସି ଚିନ୍ତନ ଆସେ ନାହିଁ।⬅️🌹*                                      *🌹ଶୁଭ ସକାଳ🌹*      *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*